କୃଷି ଉଦ୍ୟୋଗଗୁଡ଼ିକ ଲାଭକାରୀ: ଓଡ଼ିଶା ସରକାର ପାଇଲେ ୬.୩୯ କୋଟି ଟଙ୍କା
ଭୁବନେଶ୍ୱର- ୩୦.୧୨.୨୦୨୫
ଭାରତୀୟ କମ୍ପାନୀ ଆଇନ୍, ୨୦୧୩ ର ଧାରା ୧୨୩ ଅନୁସାରେ ଲାଭାଂଶ ଘୋଷଣା କରିବା ଏବଂ ପ୍ରଦାନ କରିବା ସମ୍ବନ୍ଧିତ ନିୟମ ଓ ନିୟମାବଳୀ ଉଲ୍ଲେଖ ହୋଇଅଛି। ଓଡିଶା ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଜାରିକୃତ କାର୍ଯ୍ୟାଳୟ ସଂଜ୍ଞା ସଂଖ୍ୟା-୩୯୮୦ ତାରିଖ ୧୭.୦୨.୨୦୧୬!-->!-->!-->!-->!-->…