ଆସନ୍ତାକାଲି ଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା

Spread the love

ନୂଆଦିଲ୍ଲୀ,୧୬/୦୨:ଆସନ୍ତାକାଲି ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ସକାଳ ୧୦ଟା କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସିବିଏସଇର ନିର୍ଦ୍ଦେଶ ରହିଛି । ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ । ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ ଦେଇଛି ସିବିଏସଇ । କାଲିଠୁ ଆରମ୍ଭ ହେଉଛି ସିବିଏସଇ ଦ୍ୱାଦଶ ଏବଂ ଦଶମ ପରୀକ୍ଷା । ୪୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ।


Spread the love

Leave A Reply

Your email address will not be published.