ଭୁବନେଶ୍ୱର: ଚଳିତ ଶୀତ ଋତୁରେ ଆମାଜନର ଏଭ୍ରିଡେ ଏସେନସିଆଲ୍ସ ଷ୍ଟୋର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଯତ୍ନ, ଗୁରମେଟ୍ କିରାଣା, ବେବିକେୟାର ଏବଂ ପେଟକେୟାର ବର୍ଗରେ ଏକ ବିସ୍ତୃତ ରେଞ୍ଜର ଉତ୍ପାଦ ପ୍ରଦାନ କରୁଛି । ଗ୍ରାହକମାନେ ଏହି ନୂତନ ଷ୍ଟୋରଫ୍ରଂଟରେ ବେବିଗିଫ୍ଟିଂ ଏବଂ ପ୍ରିମିୟମ୍ ବେବିକେୟାର, ଇମ୍ୟୁନିଟିଏସେନ୍ସିଆଲ୍ସ, ରେସ୍ପିରେଟୋରୀ କେୟାର ଏବଂ କିଡ୍ସ ୱିଂଟର ହେଲ୍ଥରୁ କ୍ୟୁରେଟେଡ୍ ପସନ୍ଦରୁ ଅନ୍ୱେଷଣ କରିପାରିବେ । ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଡେଲିଭରି ସହିତ, ଶୀତକାଳୀନ ଆବଶ୍ୟକୀୟ ଜିନିଷ କିଣିବା ଏବେ ଅଧିକ ସୁବିଧାଜନକ । ଗ୍ରାହକମାନେ ଆମାଜନ୍ ପେ ସହିତ ଅତିରିକ୍ତ ସଂଚୟର ମଜା ନେଇପାରିବେ, ଯେତେବେଳେକି ପ୍ରାଇମ୍ ସଦସ୍ୟମାନେ ଅତିରିକ୍ତ ସୁବିଧା ପାଇଁ ହଜାର ହଜାର ଉତ୍ପାଦ ଉପରେ ସମାନ ଦିନରେ ଡେଲିଭରୀର ଲାଭ ଉଠାଇପାରିବେ ।
ଏହାର କିଛଇ ଶ୍ରେଷ୍ଠ ପସନ୍ଦଗୁଡ଼ିକ ମଧ୍ୟରେ ଡାବର ଚ୍ୟବନପ୍ରାଶ (୯୫୦ ଗ୍ରାମ), ଜାଣ୍ଡୁ କେଶରୀ ଜୀବନ ଚିନି ମୁକ୍ତ (୯୦୦ ଗ୍ରାମ), ପିଲାମାନଙ୍କ ପାଇଁ ଲିଟିଲ ଜଏ ମଲ୍ଟିଭିଟାମିନ ଗମିଜ, ଫାର୍ମଲି ସିଡମିକ୍ସ (୧୬୦ ଗ୍ରାମ), କେରଳ ଆୟୁର୍ବେଦ ଅନୁ ଥାଇଲମ୍ (୧୦ ମିଲି), ଗ୍ରୀନ ଫିଂଟି ଜମ୍ବୋ ସିଡ ମିକ୍ସ,ଟ୍ୱିନିଙ୍ଗସ ଗ୍ରୀନ ଟୀ କ୍ରାନବେରୀ, ହିପୱେଲ ସୁପରଫୁଡ୍ସ ଜାପାନିଜ ମଛା ଗ୍ରୀନ ଟି ପାଉଡର ରହିଛି । ସେହିଭଳି ଆମାଜନର ବେବିକେୟାର ରେଞ୍ଜ ପ୍ରିମିୟମ୍ ଫିଡିଂ ଆବଶ୍ୟକୀୟ ସାମଗ୍ରୀ, ହାଇଡ୍ରେଟିଂ ଲୋସନ୍, ନିର୍ଭରଯୋଗ୍ୟ ଡାଇପର କେୟାର, ଚିନ୍ତାଶୀଳ ଉପହାର ଏବଂ ଯାତ୍ରା-ଅନୁକୂଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରୁଛି ।