ଗୋଲ୍ଡ ଇଟିଏଫରେ ବୃଦ୍ଧି ଯୋଗୁଁ ପ୍ରଥମ ତ୍ରୈମାସିକରେ ସୁନା ଚାହିଦା ବଢ଼ିଛି
ଭୁବନେଶ୍ୱର : ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୫ ପ୍ରଥମ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟରୁ ଜଣାପଡ଼ିଛି ଯେ, ଅତ୍ୟଧିକ ଉଚ୍ଚ ମୂଲ୍ୟରେ ମୋଟ ତ୍ରୈମାସିକ ସୁନା ଚାହିଦା (ଓଟିସି ସମେତ) ୧୨୬୦ ଟନ୍ ରହିଥିଲା ଯାହା ବାର୍ଷିକ ଆଧାରରେ ୧% ବୃଦ୍ଧି ହୋଇଛି, ଯେତେବେଳେ ସୁନା ମୂଲ୍ୟ…