କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟସଭା ସାଂସଦ…
ଭୁବନେଶ୍ୱର, ଏପ୍ରିଲ ୨୬, ୨୦୨୫: କ୍ରେଡାଇ ଓଡ଼ିଶାର ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ର ସଫଳତା ଜାରି ରହିଛି । ନିଜ ସ୍ୱପ୍ନର ଘର ବିଷୟରେ ଜାଣିବା ପାଇଁ ଏହି ମେଗା ଇଭେଂଟକୁ ବିଭିନ୍ନ ବର୍ଗର ଲୋକ ଆସୁଛନ୍ତି । ଆଜି ପ୍ରଦର୍ଶନୀର ସପ୍ତମ ଦିନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ…