ପୁତ୍ର ବିବାହରେ ଗୌତମ ଆଦାନୀ ସେବା ପାଇଁ ଜଣାଇଲେ ପ୍ରତିବଦ୍ଧତା

ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ୧୦,୦୦୦ କୋଟି ଟଙ୍କା ଦାନ କରି ଉଦାହରଣ ସୃଷ୍ଟି କଲେ ଅହମଦାବାଦ, ୭ ଫେବ୍ରୁଆରୀ ୨୦୨୫: ଗତ ମାସ ମହା କୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁତ୍ରର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ ଆୟୋଜିତ ହେବ । ତାଙ୍କ କଥାରେ ଅଟଳ

ପୁରୀରେ ଖୋଲିଲା ଏଥର ଏନର୍ଜି ଲିମିଟେଡର ପ୍ରଥମ ଏକ୍ସପେରିଏନ୍ସ ସେଂଟର

ପୁରୀ : ଭାରତରେ ଇଲେକଟ୍ରିକ ଦୁଇଚକିଆ ଯାନର ଏକ ଅଗ୍ରଣୀ ନିର୍ମାତା, ଏଥର ଏନର୍ଜି ଲିମିଟେଡ ଓଡିଶାରେ ନିଜର ନେଟ୍‌ୱର୍କ ବିସ୍ତାର କରି ପୁରୀର ବଡଶଙ୍ଖସ୍ଥିତ ଗ୍ରାଣ୍ଡ ରୋଡ଼ଠାରେ ଅବସ୍ଥିତ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର ଏଥର ସ୍ପେଶ୍‌ର ଶୁଭାରମ୍ଭ କରିଛି। ଏହି ଏକ୍ସପେରିଏନ୍ସ ସେଂଟରରେ…

୫ ଲକ୍ଷ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି ରୟାଲ ଏନଫିଲ୍ଡ ହଂଟର ୩୫୦

ଭୁବନେଶ୍ୱର : ମିଡସାଇଜ ମୋଟରସାଇକେଲ ସେଗମେଂଟ (୨୫୦ ସିସି-୭୫୦ସିସି)ରେ ବିଶ୍ୱସ୍ତରୀୟ ଅଗ୍ରଣୀ, ରୟାଲ ଏନଫିଲ୍ଡ ଘୋଷଣା କରିଛି ଯେ ଏହାର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଂଟର ୩୫୦ ୫୦୦,୦୦୦ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ରେ ଶୁଭାରମ୍ଭ ହୋଇଥିବା ଏହି ହଂଟର ଦ୍ରୁତ…

ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ…

ଏମ୍ ଏସ୍ ଏମ୍ ଇ, ଷ୍ଟାର୍ଟଅପ୍ ଓ ଅର୍ଥନୈତିକ ଅଭିବୃଦ୍ଧି କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ବଜେଟ୍କୁ ପ୍ରଶଂସା…

ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ସ୍ୱାଗତ କରିବା ସହ, ଏଥିରେ ସଂସ୍କାର, ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇପାଇଁ ସହାୟତା ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା…

ସମ୍ବଲପୁରରେ ସିକିଲ ସେଲ ରୋଗୀଙ୍କ ପାଇଁ ସିଏମ୍‌ଇ ଇଭେଂଟ ଆୟୋଜିତ

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର) ପକ୍ଷରୁ ବ୍ଲଡ୍ ମ୍ୟାନେଜମେଂଟ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଟେରୁମୋ ବ୍ଲଡ ଆଣ୍ଡ ସେଲ୍ ଟେକ୍ନୋଲୋଜିସ୍ (ଟିବିସିଟି) ସହ ସହଭାଗିତାରେ ସମ୍ବଲପୁରଠାରେ ଏକ କଂଟିନ୍ୟୁଇଙ୍ଗ…

ଖରିଫ ଋତୁ ଧାନକିଣା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୂହ ସମୀକ୍ଷା ବୈଠକ

ଭୁବନେଶ୍ୱର,୧/୦୨/୨୦୨୫ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ…

ଉତ୍କର୍ଷ ଓଡିଶା’୨୫ରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସରୁ ନିବେଶ ହାସଲ କରିଛି ବନ୍‌ଭି ଏରୋ

ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍‌ଭି ଏରୋ, ଏକ ଟେକ୍ନୋଲୋଜି-କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍‌ଭି ଏରୋ…

ପ୍ରତିଦିନ ଏକ ମୁଠା କାଲିଫର୍ଣ୍ଣିଆ ଆଲ୍‌ମଣ୍ଡ: ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ…

ଭୁବନେଶ୍ୱର : ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍‌ଥ ଇନ ଟୁଡେସ୍ ଫାଷ୍ଟ-ପେସ୍‌ଡ ଲାଇଫ୍‌ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି

ସିଏସଆଇଆର ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଓଡ଼ିଶା ମାଛ ଧରାଳିଙ୍କ ପୁଅ

ଭୁବନେଶ୍ୱର: ଓଡିଶାର ଜଣେ ମାଛ ଧରାଳିଙ୍କ ପୁଅ ୨୪ ବର୍ଷୀୟ ମନୋଜ ବାର ସିଏସଆଇଆର ନେଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନ ହାସଲ କରିଛନ୍ତି । ଏବେ ସେ ନିଜର ପିଏଚଡି ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ନିଜର ଏହି ସଫଳତା ପାଇଁ ମନୋଜ ଫିଜିକ୍ସୱାଲା ଏବଂ ଏହାର ପ୍ରତିଷ୍ଠାତା ଅଲଖ…