Browsing Category

News

ଗ୍ଲାସିଆଲ୍ ହ୍ରଦ ଆଉଟବର୍ଷ୍ଟ ବନ୍ୟା (GLOF) ଲାଘବ ପାଇଁ ଜାତୀୟ ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କ ମଧ୍ୟରେ ଆଇଆଇଟି…

ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୫: ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗବେଷଣା ପଦକ୍ଷେପ ଅଧୀନରେ ସି-ଡାକ୍ (ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ),

‘ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ), ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ନ୍ୟାଶନାଲ…

ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନାଗୁଡିକୁ ପ୍ରଦର୍ଶିତ କରିଛି ଓଡିଶା ଟ୍ରାଭେଲ ବଜାର ୨୦୨୫

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର ସଫଳତାର ସହ ସମାପ୍ତ ହୋଇଛି, ଯାହା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଆୟୋଜିତ ଏହି ୪…

ଆଲାନ୍ ୱାକର୍ଙ୍କ ଆସନ୍ତା ଏପ୍ରିଲ ମାସରେ ଭାରତର ୪ଟି ନୂଆ ସହରରେ କାର୍ଯ୍ୟକ୍ରମ

ଆଲାନ୍ ୱାକର୍ଙ୍କ ଆସନ୍ତା ଏପ୍ରିଲ ମାସରେ ଭାରତର ୪ଟି ନୂଆ ସହରରେ କାର୍ଯ୍ୟକ୍ରମଭୁବନେଶ୍ୱର : ଅକ୍ଟୋବର ୨୦୨୪ରେ ୯ ଟି ସହର ବିଶିଷ୍ଟ ୱାକରୱାର୍ଲଡ ଟୁର୍ ପରେ ଗ୍ଲୋବାଲ ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ପାୱାରହାଉସ୍ ଆଲାନ୍ ୱାକର୍ ସ୍ପେସ୍ବାଉଣ୍ଡ୍ ସହିତ ଭାରତ ଫେରିବାକୁ ଯାଉଛନ୍ତି ଏବଂ ଚଳିତ

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

ସହମତି ଭିତ୍ତିରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଭୁବନେଶ୍ୱର, ତା.୨୭.୦୨. ୨୦୨୫- କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଞ୍ଜିବ ଚୋପ୍ରା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା

ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ସମ୍ମାନଜନକ ଜାତୀୟ ‘ପ୍ରାଣୀ ମିତ୍ର’ ପୁରସ୍କାର

ଜାମନଗର (ଗୁଜରାଟ), ଫେବୃୟାରୀ ୨୭, ୨୦୨୫: ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ଭାରତ ସରକାରଙ୍କ ଦ୍ୱାରା 'କର୍ପୋରେଟ୍' ବର୍ଗରେ ପଶୁ କଲ୍ୟାଣ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ସମ୍ମାନଜନକ 'ପ୍ରାଣୀ ମିତ୍ର' ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ରାଧା କୃଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ

ଲାଇବ୍ରେରୀ ନିର୍ମାଣ ପାଇଁ ଦୟାନନ୍ଦ ଆଦର୍ଶ ଟ୍ରଷ୍ଟକୁ କାମ୍ବିୟମ ନେଟୱର୍କସର ସହଯୋଗ

ଭୁବନେଶ୍ୱର :  ଖୋର୍ଦ୍ଧା ଜିଲ୍ଲାର ପରିଛାଲଠାରେ ଅବସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ଲାଇବ୍ରେରୀ ବିଲ୍ଡିଙ୍ଗର ନିର୍ମାଣ ପାଇଁ ଫେବୃଆରୀ ୨୭ ତାରିଖ ୨୦୨୫ (ଗୁରୁବାର)ରେ ଗୁରୁକୂଳର ପ୍ରତିଷ୍ଠାତା ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ କାମ୍ବିୟମ ନେଟୱର୍କସର ଉପାଧ୍ୟକ୍ଷ ବି…

ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାରରେ ବିଦେଶୀ ଟୁର ଅପରେଟରମାନେ ପରିଚୟ ଭ୍ରମଣରେ ବାହାରିଛନ୍ତି

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାରରେ ବିଭିନ୍ନ ଦେଶରୁ ଭାଗ ନେଉଥିବା ବିଦେଶୀ ଟୁର୍ ଅପରେଟର (ଏଫ୍ଟିଓ)ଙ୍କ ପାଇଁ ଏକ ପରିଚିତ ଟୁର୍ ର…

ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା

ଭୁବନେଶ୍ୱର: ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ…

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି…