Browsing Category

News

୬ଷ୍ଠ ଓଡିଶା ଟ୍ରାଭେଲ ବଜାର ଓଡିଶାର ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ

ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୫: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ୍ ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ (ଫିକି) ମିଳିତ ଭାବରେ ୨୪ରୁ ୨୭ ଫେବୃଆରୀ ୨୦୨୫ ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାରର ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ମେଫେୟାର…

ଆରମ୍ଭ ହେଲା ଓଡିଶା ଟ୍ରାଭେଲ ବଜାର

ଭୁବନେଶ୍ୱର, ୨୨ ଫେବୃଆରୀ ୨୦୨୪: ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗର୍ବର ସହିତ ଓଡିଶା ଟ୍ରାଭେଲ ବଜାର ୨୦୨୫ର ୬ଷ୍ଠ ସଂସ୍କରଣର ଘୋଷଣା କରାଯାଉଛି । ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ…

କେଏଫସିର ବୋନଲେସ ରେଞ୍ଜ ସହ କରନ୍ତୁ ଅଧିକ ଉପଭୋଗ

ଭୁୁବନେଶ୍ୱର: କେଏଫସିର ବୋନଲେସ ରେଞ୍ଜର ଅତୁଳନୀୟ, ସ୍ୱାଦିଷ୍ଟ କ୍ରଂଚ ସହ କିଛି ମଜାଦାର ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କେଏଫ୍‌ସିର କ୍ରିସ୍ପି, ଫିଙ୍ଗର ଲିକିନ ଗୁଡ ବୋନଲେସ ରେଞ୍ଜ ଆପଣଙ୍କର ସମସ୍ତ ପ୍ରକାରର କ୍ରେଭିଙ୍ଗ୍‌ସକୁ ପୂରା କରିପାରିବ। ଚିକେନ ପ୍ରେମୀମାନେ କେବଳ ୯୯…

ଜେଡଏଚଏଲ ଏବଂ ଜେନପ୍ଲସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନ ଆୟୋଜିତ

ଭୁବନେଶ୍ୱର : ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନର ଆୟୋଜନ କରାଯାଇଛି। ଡାଇରେକ୍ଟୋରେଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମଇଟି) ଓ ଜିକିତ୍ସା ହେଲଥ କେୟାର…

ଜେଇଇରେ ଭୁବନେଶ୍ୱର ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର : ଏଜୁକେଶନ କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୪ ଜଣ ରାଜ୍ୟ ଟପର୍‌ଙ୍କ ସମେତ ଜେଇଇ ମେନ ସେସନ ୧ ୨୦୨୫ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ଟପର୍‌ଙ୍କ ମଧ୍ୟରୁ ଗୁଜରାଟର ଜଣେ ଛାତ୍ର ୧୦୦% ମାର୍କ ରଖିଥିବା ବେଳେ ୬୧୨ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୯.୫%ରୁ ଅଧିକ…

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ଉନ୍ମୋଚିତ

ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ସୁପରଷ୍ଟାର, ଯୁବ ଆଇକନ ତଥା ପ୍ରଭାବଶାଳୀ ରାଜନେତା ଶ୍ରୀ ଅନୁଭବ ମହାନ୍ତିଙ୍କୁ ତାଙ୍କର ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ବିଶାଳ ଉନ୍ମୋଚନ ସହ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ…

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜଳାପୋଡ଼ା ଯତ୍ନ ବିଶେଷଜ୍ଞ ଡ. ମାର୍କସ୍ ୱାଗଷ୍ଟାଫ୍‌ଙ୍କ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ

ଭୁବନେଶ୍ୱର,୧୨/୦୨/୨୦୨୫: ପୋଡ଼ାଜଳା ଯତ୍ନ କ୍ଷେତ୍ରରେ ହେବ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ। ଅନ୍ତର୍ଜାତୀୟ ସ୍ତରରେ ଉପଲବ୍‌ଧ ନୂତନ ଏବଂ ସର୍ବୋତ୍ତମ ଚିକିତ୍ସ‌ା ପଦ୍ଧତିର ଉପଯୋଗ ହୋଇ, ରୋଗୀଙ୍କୁ ପ୍ରଦାନ କରାଯିବ ସ୍ବାସ୍ଥ୍ୟସେବା। ଏଥିସହିତ ଏହି କ୍ଷେତ୍ରରେ ଅଧିକ ଗବେଷଣା

ପୁତ୍ର ବିବାହରେ ଗୌତମ ଆଦାନୀ ସେବା ପାଇଁ ଜଣାଇଲେ ପ୍ରତିବଦ୍ଧତା

ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ୧୦,୦୦୦ କୋଟି ଟଙ୍କା ଦାନ କରି ଉଦାହରଣ ସୃଷ୍ଟି କଲେ ଅହମଦାବାଦ, ୭ ଫେବ୍ରୁଆରୀ ୨୦୨୫: ଗତ ମାସ ମହା କୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁତ୍ରର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ ଆୟୋଜିତ ହେବ । ତାଙ୍କ କଥାରେ ଅଟଳ

ପୁରୀରେ ଖୋଲିଲା ଏଥର ଏନର୍ଜି ଲିମିଟେଡର ପ୍ରଥମ ଏକ୍ସପେରିଏନ୍ସ ସେଂଟର

ପୁରୀ : ଭାରତରେ ଇଲେକଟ୍ରିକ ଦୁଇଚକିଆ ଯାନର ଏକ ଅଗ୍ରଣୀ ନିର୍ମାତା, ଏଥର ଏନର୍ଜି ଲିମିଟେଡ ଓଡିଶାରେ ନିଜର ନେଟ୍‌ୱର୍କ ବିସ୍ତାର କରି ପୁରୀର ବଡଶଙ୍ଖସ୍ଥିତ ଗ୍ରାଣ୍ଡ ରୋଡ଼ଠାରେ ଅବସ୍ଥିତ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର ଏଥର ସ୍ପେଶ୍‌ର ଶୁଭାରମ୍ଭ କରିଛି। ଏହି ଏକ୍ସପେରିଏନ୍ସ ସେଂଟରରେ…

୫ ଲକ୍ଷ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି ରୟାଲ ଏନଫିଲ୍ଡ ହଂଟର ୩୫୦

ଭୁବନେଶ୍ୱର : ମିଡସାଇଜ ମୋଟରସାଇକେଲ ସେଗମେଂଟ (୨୫୦ ସିସି-୭୫୦ସିସି)ରେ ବିଶ୍ୱସ୍ତରୀୟ ଅଗ୍ରଣୀ, ରୟାଲ ଏନଫିଲ୍ଡ ଘୋଷଣା କରିଛି ଯେ ଏହାର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଂଟର ୩୫୦ ୫୦୦,୦୦୦ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ରେ ଶୁଭାରମ୍ଭ ହୋଇଥିବା ଏହି ହଂଟର ଦ୍ରୁତ…