DOKRA ART SHOWS INDUS CULTURES : ସିନ୍ଧୁ ସଭ୍ୟତାକୁ ସାମଞ୍ଜସ୍ୟ କରେ ଡୋକ୍ରା କଳା

ଢେଙ୍କାନାଳ ଜିଲ୍ଲାର ସଦେଇବେରେଣୀ ଗାଁ ପୁରାତନ ଡୋକ୍ରାକଳା ପାଇଁ ପ୍ରସିଦ୍ଧ

Spread the love

ଢେଙ୍କାନାଳ ଜିଲ୍ଲାର ସଦେଇବେରେଣୀ ଗାଁ ପୁରାତନ ଡୋକ୍ରାକଳା ପାଇଁ ପ୍ରସିଦ୍ଧ ।(DOKRA ART SHOWS INDUS CULTURES)ଏହି କଳା ପ୍ରାୟ ସହସ୍ରାଧିକ ବର୍ଷର ପୁରୁଣା ବୋଲି କୁହାଯାଏ । ଏଠାକାର ନିଆରା କଳାକୃତି ସବୁର ସିନ୍ଧୁ ସଭ୍ୟତା ସହ ସାମଞ୍ଜସ୍ୟ ରହିଥିବା ବେଳେ ଡ୍ୟାନ୍ସିଂ ଗାର୍ଲ ବ୍ରୋଞ ମୃର୍ତ୍ତି ଏହାର ପ୍ରମାଣ ରଖୁଥିବା ବିଶେଷଜ୍ଞମାନେ ମତ ରଖନ୍ତି । ଏହାକୁ ନେଇ ଏହି ସ୍ୱତନ୍ତ୍ର ରିପୋର୍ଟ । ବର୍ତ୍ତମାନ ସଦେଇବେରେଣୀ ଗାଁରେ ପ୍ରାୟ ୧୦ଗୋଟି ପରିବାର  (DHENKANAL DOKRA ART) ଡୋକ୍ରାକାରିଗର ଭାବେ ମୂର୍ତ୍ତି ସବୁ ଗଢ଼ୁଛନ୍ତି । ଏଥିପାଇଁ ସେମାନେ ଆଜି ପର୍ଯ୍ୟନ୍ତ ପୁରୁଣା ମହମ ଢଳା ପ୍ରଳାଣୀକୁ ବ୍ୟବହାର କରୁଛନ୍ତି । ପ୍ରଥମେ କାରିଗରମାନେ ନଦୀ କୂଳରୁ ଆଣିଥିବା ବିଶେଷ ପ୍ରକାରର ମାଟି ଓ ମହମକୁ ନେଇ ଆବଶ୍ୟକୀୟ ଆକୃତି ବନାନ୍ତି । ପରେ ମାଟିର ଛାଞ୍ଚ ଆକାରରେ ସୁନ୍ଦର ଡୋକ୍ରା ମୂର୍ତ୍ତିସବୁ ତିଆରି କରାଯାଇଥାଏ । ଗ୍ରାମୀଜୀବନରଚିତ୍ରକଳା, ଘରଣୀ ଜୀବଜନ୍ତୁ, ଦେବାଦେବୀ, ପକ୍ଷୀ ଓ ଧାର୍ମିକ କଥା ବସ୍ତୁକୁ ଏହି ଚିତ୍ରକଳାରେ ନିଖୁଣ ଭାବେ ସ୍ପର୍ଶ ଦିଆଯାଇଥାଏ । ଡୋକ୍ରା କଳା ପରୁ ।ତନ ସନ୍ଧି ୁସଭ୍ୟତା ସହ ସାମଞ୍ଜସ୍ୟ ରହିଥିବା କୁହାଯାଏ । ସମ୍ପୃକ୍ତ ସଭ୍ୟତାରେ ମିଳିଥିବା ଡ୍ୟାନ୍ସିଂ ଗାର୍ଲ ବ୍ରୋଞ ମୃର୍ତ୍ତି ଏହି ସବୁଠାରୁ ବଡ଼ ପ୍ରମାଣ ବୋଲିବିଶେଷଜ୍ଞ ଓ ଐତିହାସିକମାନେ ପ୍ରମାଣ ଦିଅନ୍ତି । ଫଳରେ ଏହି ହଜାରେ ବର୍ଷର ପୁରୁଣା କଳାର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ଓ ହେରିଟେଜ୍ ୱାକ ବ୍ୟବସ୍ଥା କରିଛନ୍ତି ।ହେଲେସେସବରୁ ସଠିକ୍ ପରିଚାଳନା ହୋଇପାରୁନି । ଫଳରଏେ ଢ଼େଙ୍କାନାଳ ଜିଲ୍ଲାର ଏହି ପୁରାତନ କଳାକୁ ବଞ୍ଚାଇବା ନିମନ୍ତେ ସରକାରଙ୍କହସ୍ତକ୍ଷେପ ନିମନ୍ତେ କାରିଗରମାନେ ଅନୁରୋଧ କରିଛନ୍ତି ।


Spread the love

Leave A Reply

Your email address will not be published.