ଓଜିସିଆନଙ୍କ ଦ୍ୱାରା ଇନ୍‌ଭେଷ୍ଟିଚର ସେରିମନି ପାଳିତ

ଓଡ଼ିଏମ ଗ୍ଲୋବାଲ ସ୍କୁଲ୍‌ର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ଇନଭେଷ୍ଟିଚର ସେରିମନି ପାଳିତ ହୋଇଛି । ଚଳିତ ବର୍ଷ ପେଂଟାଗନ ଅଂଚଳରେ ଆୟୋଜିତ ହୋଇଥିବା ଇନ୍‌ଭେଷ୍ଟିଚର ସେରିମନି ଏକ ବଡ ସଫଳତା ଥିଲା ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ଭୂମିକା ଓ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏହି…

ଓଡିଏମରେ ଛାତ୍ର ସଂସଦର ‘ଅଭିଷେକୋତ୍ସବ-୨୦୨୪’ ଅନୁଷ୍ଠିତ

ଭୁବନେଶ୍ୱର: ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦର 'ଅଭିଷେକୋତ୍ସବ-୨୦୨୪' ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ୧୨୦…

ଜେଏସପିକୁ ଆସୋଚାମ ଓଡ଼ିଶା ସିଏସଆର ଏଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪

ଭୁବନେଶ୍ଵର, ୨୭/୦୭/୨୦୨୪: କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି)କୁ ସମ୍ମାନଜନକ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଠାରେ ଶୁକ୍ରବାର

ଆନ୍ତର୍ଜାତିକ ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାରେ ଉପୂକଳ ଅଞ୍ଚଳରେ…

ଭୁବନେଶ୍ୱର: ଜଳବାୟୁ ଆପଦର ମୁକାବିଲା ଏବଂ ପରିବେଶ ସୁରକ୍ଷା ନିମନ୍ତେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପଦ୍ମପୁର ଗ୍ରାମର ଅଧିବାସୀମାନେ ଗ୍ରାମର ତଟୀୟ ଅଞ୍ଚଳରେ ଶୁକ୍ରବାର ପ୍ରାୟ ୧୦,୦୦୦ ହେନ୍ତାଳ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ନିମନ୍ତେ

ଭୁବନେଶ୍ୱରରେ ଏକ ମେଗା ଇଭେଂଟ୍ରେ ନିଜର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍ଟାର ୪୦ ୟୁନିଟ୍ ଡେଲିଭର କରିଛି ଏଥର୍ ଏନର୍ଜି…

ଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍ଟା’ ଇଭେଂଟ୍ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ ଏହାର କମ୍ୟୁନିଟି ସଦସ୍ୟ, ଇଲେକ୍ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍ଟା ମାଲିକମାନଙ୍କ

ଭୁବନେଶ୍ୱରରେ ବିର୍‌ଲା ଓପସ୍ ଇଂଟରାକ୍ଟିଭ ଏକ୍ସପୋ

ଭୁବନେଶ୍ୱର: ଫେବୃଆରୀ ୨୦୨୪ରେ ଆଦିତ୍ୟ ବିର୍‌ଲା ଗ୍ରୁପ୍ “ବିର୍‌ଲା ଓପସ୍‌’ର ଲଂଚ୍ ସହିତ ପେଂଟ୍ ଶିଳ୍ପରେ ପ୍ରବେଶ କରିଥିଲା । ବିର୍‌ଲା ଓପସ୍ ଭାରତର ଅନ୍ୟତମ ପ୍ରମୁଖ ପେଂଟ୍ ବ୍ରାଣ୍ଡରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ଯାହା ଜଳ-ଆଧାରିତ ପେଂଟ୍‌, ଏନାମଲ୍‌, ଉଡ୍ ଫିନିଶ ଓ ୱାଲ୍‌ପେପର ସମେତ…

ଅଲିମ୍ପିଆନ ପରାଗ ପାଟିଲଙ୍କ ସହ ଓଡିଏମ ଗ୍ଲୋବାଲ ସ୍କୁଲରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ ଆୟୋଜନ

ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ପକ୍ଷରୁ ଜୁଲାଇ ୨୬ ତାରିଖରେ ସ୍କୁଲ ପରିସରରେ ଓଡିଏମ୍ ମାଷ୍ଟରକ୍ଲାସ୍ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ କିମ୍ବଦନ୍ତୀ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ୍ ଅଂଶଗ୍ରହଣ କରିଛନ୍ତି । କ୍ରୀଡ଼ା, ନେତୃତ୍ୱ ଏବଂ…

ୱାର୍ଲ୍ଡ ଟ୍ରେଡ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳିତ

ଭୁବନେଶ୍ୱର, ୨୬ ଜୁଲାଇ ୨୦୨୪: ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳନ କରାଯାଇଛି । ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଏକ ଦୃଷ୍ଟିକୋଣ ସହିତ

ଆସୋଚାମ ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସ୍ଥାୟୀତ୍ୱ ଉତ୍କର୍ଷ ପୁରସ୍କାର ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର)ର ଚାମ୍ପିୟନମାନଙ୍କୁ ସ୍ୱୀକୃତି ଦେବା ଦିଗରେ