ଜାତୀୟ ଡାକ୍ତର ଦିବସରେ କିମ୍ସର କୃତୀ ଗବେଷକ ସମ୍ମାନିତ; ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପାଇଛନ୍ତି ସ୍ଥାନ
ଭୁବନେଶ୍ୱର, ୧ ଜୁଲାଇ: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ) ପରିସରରେ ଜାତୀୟ ଡାକ୍ତର ଦିବସ ଅବସରରେ ଏକ ସ୍ୱେଚ୍ଛାସେବୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବାରେ ଡାକ୍ତରମାନଙ୍କର ଅମୂଲ୍ୟ ଯୋଗଦାନ ଏବଂ ସେମାନଙ୍କର ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ। ଡାକ୍ତରମାନଙ୍କୁ ପୃଥିବୀ ପୃଷ୍ଠରେ ଭଗବାନଙ୍କ ଦ୍ୱିତୀୟ ରୂପ ଭାବେ ବର୍ଣ୍ଣନା କରି […]
