ଓଡ଼ିଶା ଯାତ୍ରୀ ଆପ୍ରେ ସ୍ମାର୍ଟ ସୁରକ୍ଷା ମଡ୍ୟୁଲ୍: ଗମନାଗମନ ଓ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା
ଭୁବନେଶ୍ୱର, ୨୯ ଜୁନ୍: ଓଡ଼ିଶା ସରକାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ରାଜ୍ୟର ସରକାରୀ ଗମନାଗମନ ଆପ୍ ‘ଓଡ଼ିଶା ଯାତ୍ରୀ’ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇଛି। ଏହା ସହିତ ସରକାରୀ ଆପ୍ ମାଧ୍ୟମରେ ପରିବହନ ଓ ଜନସୁରକ୍ଷା ସେବାକୁ ଏକତ୍ର ଯୋଗାଇବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ ହେବାର ଗୌରବ ହାସଲ କରିଛି। ସୁରକ୍ଷିତ ଓ ସ୍ମାର୍ଟ ଓଡ଼ିଶା ଗଠନ ସହ ଜନସେବାକୁ ଗୋଟିଏ ନିର୍ଭରଯୋଗ୍ୟ ପ୍ଲାଟଫର୍ମରେ […]
