Odisha

ମୌସୁମୀ ବର୍ଷା ପାଇଁ ରାଜ୍ୟର ସମସ୍ତ ୟୁଏଲ୍‌ବିକୁ ହାଇ ଆଲର୍ଟ ନିର୍ଦ୍ଦେଶ; ସକ୍ରିୟ ହେଲା ୧୯୨୯ ହେଲ୍‌ପଲାଇନ୍

ଭୁବନେଶ୍ୱର, ୦୧ ଜୁଲାଇ: ରାଜ୍ୟରେ ମୌସୁମୀ ପ୍ରଭାବରେ କ୍ରମାଗତ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ସମ୍ପୂର୍ଣ୍ଣ ସତର୍କ ବା ହାଇ ଆଲର୍ଟରେ ରହିବାକୁ ଜଡ଼ିତ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀ ଓ ପୌରସଂସ୍ଥାଗୁଡ଼ିକୁ ବର୍ଷା ଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ […]