ସମବାୟ ଭବନରେ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ଉଦ୍ଘାଟିତ: ଆରମ୍ଭ ହେଲା ସପ୍ତାହବ୍ୟାପୀ ବୃହତ ଅଭିଯାନ
ଭୁବନେଶ୍ୱର, ୨୯ ଜୁନ୍ ୨୦୨୬: ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ଆଜି ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ମହାସମାରୋହରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଦ୍ୱାରା ଆୟୋଜିତ ଏହି ଉତ୍ସବ ଜରିଆରେ ଏକ ସପ୍ତାହବ୍ୟାପୀ (୨୯ ଜୁନ୍ ରୁ ୦୬ ଜୁଲାଇ) ବୃହତ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ସମବାୟ ଆନ୍ଦୋଳନକୁ ଜନସାଧାରଣ, ବିଶେଷ କରି ମହିଳା, ଯୁବପିଢ଼ି ଓ […]
